NEWS

Mangal Gochar 2024: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ହେବ ଆକସ୍ମିକ ଧନ ଲାଭ

ଅଯଥା ଟଙ୍କା ଖର୍ଚ୍ଚ ହେବ, ପରିବାରରେ ଅଶାନ୍ତି ଦେଖାଦେବ ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି? Horoscope: ସ୍ବାମୀ-ସ୍ତ୍ରୀ ମଧ୍ୟରେ ହେବ ଝଗଡ଼ା; ଜାଣନ୍ତୁ ଆଜିର ରାଶିଫଳ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Mangal Gochar 2024: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ହେବ ଆକସ୍ମିକ ଧନ ଲାଭ Mangal Gochar 2024: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ହେବ ଆକସ୍ମିକ ଧନ ଲାଭ Mangal Gochar 2024: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ହେବ ଆକସ୍ମିକ ଧନ ଲାଭ Odia Last Updated : November 30, 2023, 17:41 IST Other, India Share this: Odia ସମ୍ବନ୍ଧିତ ଖବର ଅଯଥା ଟଙ୍କା ଖର୍ଚ୍ଚ ହେବ, ପରିବାରରେ ଅଶାନ୍ତି ଦେଖାଦେବ ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି? Horoscope: ସ୍ବାମୀ-ସ୍ତ୍ରୀ ମଧ୍ୟରେ ହେବ ଝଗଡ଼ା; ଜାଣନ୍ତୁ ଆଜିର ରାଶିଫଳ Mangal Gochar 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସମସ୍ତ ଗ୍ରହ ସେମାନଙ୍କର ନକ୍ଷତ୍ର କିମ୍ବା ରାଶି ପରିବର୍ତ୍ତନ କରନ୍ତି । ଜ୍ୟୋତିଷ ଗଣନାରେ ଗ୍ରହମାନଙ୍କର ଏହି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷ ଆରମ୍ଭରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ଟି ରାଶିରେ ପ୍ରତିଫଳିତ ହେବ । କିନ୍ତୁ ସେଥିମଧ୍ୟରୁ ୩ଟି ରାଶି ଉପରେ ବିଶେଷ ପ୍ରଭାବ ପଡିବାକୁ ଯାଉଛି । ଆସନ୍ତୁ ଜାଣିବା ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେତୁ କେଉଁ ରାଶିଙ୍କ ଭାଗ୍ୟ ଫିଟିବ। ବର୍ଷ ୨୦୨୪ ଆରମ୍ଭରେ ଅନେକ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଏହି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଏହାର ପ୍ରଭାବ ଦେଶ ଏବଂ ବିଦେଶ ସହିତ ୧୨ଟି ରାଶିରରେ ଦେଖିବାକୁ ମିଳେ | ତେବେ ବିଶେଷ କରି ମେଷ, ବିଛା ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ବିଶେଷ ପ୍ରଭାବ ପଡିବ । ମେଷ: ମଙ୍ଗଳ ଗ୍ରହଙ୍କ ରାଶିର ପରିବର୍ତ୍ତନ ହେତୁ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। ମଙ୍ଗଳ ଦଶମ ଗୃହରେ ଗମନାଗମନ କରିବେ । ଯେଉଁଥି ପାଇଁ ବ୍ୟବସାୟରେ ଅଭିବୃଦ୍ଧି ଘଟିବା ସହିତ ଚାକିରିରେ ପଦୋନ୍ନତି ହେବ । ସମାଜରେ ସମ୍ମାନ ବୃଦ୍ଧି ପାଇବ ଏବଂ ଆୟର ନୂତନ ରାସ୍ତା ଖୋଲାଯିବ । ପଢନ୍ତୁ: Cyclone Alert: ମାଡୁଆସୁଛି ବାତ୍ୟା 'Michaung', ଏଇଠି କରିବ ଲ୍ୟାଣ୍ଡଫଲ! ବିଛା: ମକର ରାଶିରେ ମଙ୍ଗଳ ଗ୍ରହର ଗମନାଗମନ ସହିତ ବିଛା ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହେବ । ସାହସ ଏବଂ ପରାକ୍ରମ ଭାବ ବୃଦ୍ଧି ପାଇବ । ପରିବାର ଲୋକଙ୍କ ଠାରୁ ସମର୍ଥନ ମିଳିବ । ବ୍ୟବସାୟରେ ଲାଭବାନ୍‌ ହେବା ସହିତ ବିଦେଶ ଯାତ୍ରାର ସୁଯୋଗ ବି ରହିଛି । ଏଥି ସହିତ ଦୀର୍ଘଦିନ ଧରି ବାକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଧନୁ ରାଶି: ମଙ୍ଗଳ ଗ୍ରହର ରାଶିର ପରିବର୍ତ୍ତନ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ରାଶିର ବ୍ୟକ୍ତିଙ୍କୁ ଅପ୍ରତ୍ୟାଶିତ ଧନ ଲାଭବ ହେବ । ଚାକିରି ବଦଳାଇବାରେ ତୁମର ସିନିୟରଙ୍କଠାରୁ ସହାୟତା ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ଏବଂ ପରିବାରରେ ଶାନ୍ତି ଓ ସୁଖ ରହିବ । (ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ତଥ୍ୟ ଉପରେ ଆଧାରିତ । ନ୍ୟୁଜ୍‌୧୮ ଓଡିଆ ଏହାକୁ ସୁନିଶ୍ଚିତ କରେ ନାହିଁ ।) ପଢନ୍ତୁ: Health Tips: ଆଣ୍ଠୁ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ! ଘରୋଇ ଉପାୟରେ ଚୁଟ୍‌କୀରେ କମିବ Top Videos Published by: Deepak Prusty FIRST PUBLISHED : November 30, 2023, 17:41 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Horoscope , Mangal Gochar , Mangal Gochar 2023 , Mangal rashi parivartan ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.