NEWS

Star War : ଥମୁନି ଓଲିଉଡ କଳି, ବିବାଦକୁ ନେଇ ଅଭିନେତା ମନୋଜ କହିଲେ କିଛି ଏପରି

ପାଟଖଣ୍ଡା ଯାତ୍ରା, ଯାହା ମନସ୍କାମନା କରିଲେ ହୁଏ ପୂର୍ଣ୍ଣ ! କେଉଁଠାରେ ନିଜର ପେନସନ ଟଙ୍କା ଇନଭେଷ୍ଟ କଲେ ଏହା ଡବଲ ହେବ, ଜାଣନ୍ତୁ ଭାଇର ମଙ୍ଗଳକାମନା ପାଇଁ ଭଉଣୀ ରଖେ ଏହି ଓଷା, ଜାଣନ୍ତୁ କଣ ଏହାର ମହତ୍ତ୍ବ Shani Margi 2023: ମିଳିବ ଶନିଙ୍କ କୃପା, ବଦଳି ଯିବ ଏହି ରାଶି ମାନଙ୍କ ଭାଗ୍ୟ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » Star War : ଥମୁନି ଓଲିଉଡ କଳି, ବିବାଦକୁ ନେଇ ଅଭିନେତା ମନୋଜ କହିଲେ କିଛି ଏପରି Star War : ଥମୁନି ଓଲିଉଡ କଳି, ବିବାଦକୁ ନେଇ ଅଭିନେତା ମନୋଜ କହିଲେ କିଛି ଏପରି X ମନୋକଙ୍କ ବଡ ବୟାନ ଓଲିଉଡ ଦୁଇ ଫାଳ ଉପରେ ମନୋଜଙ୍କ ପ୍ରତିକ୍ରିୟା କହିଲେ କିଛି ଏଭଳି କଲେ ଚୁଟକିରେ ହୋଇଯିବ ବିବାଦର ସମାଧାନ। Odia Last Updated : October 28, 2023, 18:28 IST Balangir, India Share this: Odia ସମ୍ବନ୍ଧିତ ଖବର ପାଟଖଣ୍ଡା ଯାତ୍ରା, ଯାହା ମନସ୍କାମନା କରିଲେ ହୁଏ ପୂର୍ଣ୍ଣ ! କେଉଁଠାରେ ନିଜର ପେନସନ ଟଙ୍କା ଇନଭେଷ୍ଟ କଲେ ଏହା ଡବଲ ହେବ, ଜାଣନ୍ତୁ ଭାଇର ମଙ୍ଗଳକାମନା ପାଇଁ ଭଉଣୀ ରଖେ ଏହି ଓଷା, ଜାଣନ୍ତୁ କଣ ଏହାର ମହତ୍ତ୍ବ Local ବଲାଙ୍ଗିର: ଓଲିଉଡ଼ କଳିକୁ ନେଇ ଅଭିନେତା ମନୋଜ ମିଶ୍ର ଏକ ବଡ଼ ବୟାନ ଦେଇଛନ୍ତି । କିଛି ଦିନ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଦୁଇ ବର୍ଷରୁ ବାସନ୍ଦ କରିଛି। ତେବେ ଏହି ଓଲିଉଡ଼ କଳି ଏବେ ହାଟରେ ପଡ଼ି ବାଟରେ ଗଡୁଛି । କଥା ଟି ଏମିତି ହେଲାଣି ଯେ ରାଜନୀତି ବି ପଶି ସାରିଲାଣି । Shani Margi 2023: ମିଳିବ ଶନିଙ୍କ କୃପା, ବଦଳି ଯିବ ଏହି ରାଶି ମାନଙ୍କ ଭାଗ୍ୟ ଖୋଦ୍ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯଦି ପ୍ରଯୋଜକ ସଂଘ ମନୋଜ ମିଶ୍ରଙ୍କ ଉପରେ ଲଗାଯାଇଥିବା ବାସନ୍ଦକୁ ପ୍ରତ୍ୟାହାର ନ କରେ ତାହେଲେ ଓଡ଼ିଶା ଦୁଇ ଭାଗ ହୋଇ ଯିବ ବୋଲି କହିଛନ୍ତି । ତୁରନ୍ତ ଏହାର ସମାଧାନ କରାଯାଉ ବୋଲି ବିଧାୟକ ନରସିଂହ ମିଶ୍ର କହିଥିବା ବେଳେ ଆଜି ମନୋଜ ମିଶ୍ର ଆମ ସହ ଆଲୋଚନା କରି ମୁଁ ଚାହିଁଲେ ହିଁ ଏହି ବିବାଦ ତୁଟିବ ବୋଲି କହିଛନ୍ତି । ଅନ୍ୟପଟେ ଓଲିଉଡ ଷ୍ଟାର ବାବୁଶାନ୍ ମହାନ୍ତି ମଧ୍ୟ ମନୋଜ ମିଶ୍ର ଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିବା ସହ ଦୁଇ ପକ୍ଷ ସମାଧାନ କରିବା ପାଇଁ ଆହ୍ଵାନ କରିଛନ୍ତି । ତେବେ ଅଭିନେତା ଶ୍ରୀ ମିଶ୍ର ବାବୁଶାନ୍ ଙ୍କ ମତ କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସନ୍ତୁ ଅଭିନେତା ମନୋଜ ବିବାଦ କୁ ନେଇ କଣ କହୁଛନ୍ତି ଶୁଣିବା । (ରିର୍ପୋଟ: ସମ୍ଭୁନାଥ ସାହୁ) Top Videos Published by: Pragyan sahoo FIRST PUBLISHED : October 28, 2023, 18:28 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bolangir , Bollywood , Local18 , Manoj mishra , Movie ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.