NEWS

Elephant: ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା; ଆରମ୍ଭ ହେଲା ପ୍ରସ୍ତୁତି !

Knowledge: ଏମିତି ଏକ ପଶୁ, ଯାହାର କ୍ଷୀର ମଦଠୁ ବି ନିଶା; ମଣିଷଙ୍କ ପାଇଁ ଘାତକ ଚାଲିଗଲା ହାତୀ ଛୁଆ... ବଞ୍ଚେଇବା ପାଇଁ ୨ କିମି ଟାଣି ନେଇଗଲା ମାଆ Vastu Tips: ଆଜି ହିଁ ଘରକୁ ଆଣନ୍ତୁ ରୂପାରେ ତିଆରି ଏହି ମୂର୍ତ୍ତି; ଚମକିବ ଭାଗ୍ୟ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Elephant: ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା; ଆରମ୍ଭ ହେଲା ପ୍ରସ୍ତୁତି ! Elephant: ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା; ଆରମ୍ଭ ହେଲା ପ୍ରସ୍ତୁତି ! ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଏଥିଲାଗି ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ହାତୀଙ୍କ ପାଠଶାଳା ବା ତାଲିମ କେନ୍ଦ୍ର ପାଇଁ ବିଭିନ୍ନ ରାଜ୍ୟ ସହ ଚାଲିଛି କଥାବାର୍ତ୍ତା। Odia Last Updated : December 06, 2023, 11:32 IST Other, India Share this: Odia ସମ୍ବନ୍ଧିତ ଖବର Knowledge: ଏମିତି ଏକ ପଶୁ, ଯାହାର କ୍ଷୀର ମଦଠୁ ବି ନିଶା; ମଣିଷଙ୍କ ପାଇଁ ଘାତକ ଚାଲିଗଲା ହାତୀ ଛୁଆ... ବଞ୍ଚେଇବା ପାଇଁ ୨ କିମି ଟାଣି ନେଇଗଲା ମାଆ Vastu Tips: ଆଜି ହିଁ ଘରକୁ ଆଣନ୍ତୁ ରୂପାରେ ତିଆରି ଏହି ମୂର୍ତ୍ତି; ଚମକିବ ଭାଗ୍ୟ Odia Digital ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଏଥିଲାଗି ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ହାତୀଙ୍କ ପାଠଶାଳା ବା ତାଲିମ କେନ୍ଦ୍ର ପାଇଁ ବିଭିନ୍ନ ରାଜ୍ୟ ସହ ଚାଲିଛି କଥାବାର୍ତ୍ତା। ରାଜ୍ୟରେ ବର୍ତ୍ତମାନ କେତେକ କୁମ୍‌କି ହାତୀ ଅଛନ୍ତି, ଯେଉଁମାନଙ୍କୁ ମାହୁନ୍ତ ତାଲିମ ଦେଇଛନ୍ତି । ରାଜ୍ୟ ବାହାରୁ ଆଉ କିଛି ପ୍ରଶିକ୍ଷକ ଓ ତାଲିମ ପ୍ରାପ୍ତ ହାତୀଙ୍କ ଦ୍ବାରା ରାଜ୍ୟର ହାତୀଙ୍କୁ ତାଲିମ କରିବା ଲାଗି ଚାଲିଛି ଯୋଜନା । ଏହି ତାଲିମ ପ୍ରାପ୍ତ ହାତୀଙ୍କ ଦ୍ବାରା ଜଙ୍ଗଲୀ ହାତୀକୁ ନିୟନ୍ତ୍ରଣ କରାଯାଇପାରିବ। ଅଭୟାରଣ୍ୟର ରକ୍ଷଣାବେକ୍ଷଣ ତଥା ପାଟ୍ରୋଲିଂ ଲାଗି ମଧ୍ୟ ଏମାନଙ୍କୁ ବ୍ୟବହାର କରାଯାଇପାରିବ। ସେଥିପାଇଁ କଥାବାର୍ତ୍ତା ଚାଲିଛି। ବର୍ତ୍ତମାନ କେତେକ ଧରାଯାଇଥିବା ହାତୀ ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ଅଛନ୍ତି । ହୁଏତ ଏସବୁ ସ୍ଥାନରେ ତାଲିମ କେନ୍ଦ୍ର ଖୋଲାଯାଇପାରେ । ଏହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି। ଏଥିପାଇଁ ନିଜର କ୍ୟାପ୍ଟିଭ ହାତୀଙ୍କ ବ୍ୟତୀତ ବାହାରୁ କିଛି ପ୍ରଶିକ୍ଷକ ଓ ହାତୀଙ୍କୁ ଆଣିବାକୁ ଉଦ୍ୟମ ଚାଲିଛି । ଏ ସଂପର୍କରେ କର୍ଣ୍ଣାଟକ ଓ ଆସାମ ସହ ମଧ୍ୟ କଥାବାର୍ତ୍ତା ଚାଲିଛି। ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବଦତ୍ତ ବିଶ୍ୱାଳ । ପଢନ୍ତୁ ଏହି ଖବର: Gold Price Today: ଭୁବନେଶ୍ବରରେ କମିଲା ସୁନା-ରୂପା ଦର; ଜାଣନ୍ତୁ କେତେ ରହିଛି ଦାମ୍‌ ? ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା ! ବିଭିନ୍ନ ରାଜ୍ୟ ସହ ଚାଲିଛି କଥାବାର୍ତ୍ତା ରାଜ୍ୟରେ ଅଛନ୍ତି ପ୍ରଶିକ୍ଷିତ କୁମ୍‌କି ହାତୀ ଏମାନଙ୍କୁ ପ୍ରଶିକ୍ଷିତ କରିଥାନ୍ତି ମାହୁନ୍ତ ଜଙ୍ଗଲୀ ହାତୀଙ୍କୁ ଆୟତ୍ତ କରିବେ ପ୍ରଶିକ୍ଷିତ ହାତୀ ଅଭୟାରଣ୍ୟରେ ମଧ୍ୟ ବ୍ୟବହାର କରିହେବ ହାତୀ ତାଲିମ କେନ୍ଦ୍ର ପାଇଁ ଚାଲିଛି କଥାବାର୍ତ୍ତା ରାଜ୍ୟରେ ଅଛନ୍ତି କିଛି ପ୍ରଶିକ୍ଷିତ ହାତୀ ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ଅଛନ୍ତି ବାହାରୁ ପ୍ରଶିକ୍ଷକ ଆସିଲେ ଅଧିକ ସୁବିଧା ହେବ କର୍ଣ୍ଣାଟକ ଓ ଆସାମ ସହ ଚାଲିଛି କଥାବାର୍ତ୍ତା ଏ ନେଇ ସୂଚନା ଦେଲେ ପିସିସିଏଫ୍ ହାତୀ ମଣିଷ ଲଢ଼େଇକୁ ନେଇ ପିସିସିଏଫଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟରେ ହାତୀ ମଣିଷ ଲଢେଇ ବଢୁଥିବା ବେଳେ ଅନେକଙ୍କ ଜୀବନ ଯାଉଛି । ଏଥିରେ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବ ସାଇଟ ଅଛି । ସବୁ ଡିଭିଜନକୁ ପଇସା ଦିଆଯାଇଛି । ତୁରନ୍ତ ସେମାନେ ଅନଲାଇନରେ ଆବେଦନ କଲେ ଅନୁକମ୍ପା ମିଳିବ। ଏବେ ଏହି ଅନୁକମ୍ପା ରାଶିକୁ ବଢାଯାଇଛି। ମୃତ୍ୟୁ ହେଲେ ୬ ଲକ୍ଷ , ଫସଲ ନଷ୍ଟ ହେଲେ ଏକର ପିଛା ୨୦ ହଜାର ଟଙ୍କା ଓ ବଦଳ ଓ ଗାଈ ମଲେ ମଧ୍ୟ ଅନୁକମ୍ପା ରାଶି ବଢାଯାଇଛି । ଏ ରାଶିକୁ ଏଥିପାଇଁ ବଢାଯାଇଛି କି ଲୋକମାନେ ବନ୍ୟ ଜନ୍ତୁଙ୍କ ପ୍ରତି ଆକ୍ରଶ ମନ ଭାବ ନ ରଖିବେ। ହାତୀ ମଣିଷ ଲଢେଇରେ ବର୍ଷକୁ ପ୍ରାୟ ୬୦ ଜଣଙ୍କ ଜୀବନ ଯାଉଛି । ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା। ଯେଉଁଠାରେ ହାତୀ ରହୁଛନ୍ତି ସେ ଜାଗାକୁ ନ ଗଲେ ୫୦ ପ୍ରତିଶତ ହାତୀ ମଣିଷ ଲଢେଇ କମି ଯିବ। ଲୋକମାନେ ଏହାକୁ ଖାତିର କରୁ ନାହାନ୍ତି । ଯାହା ଫଳରେ ଅନେକଙ୍କ ଜୀବନ ଯାଇଛି । ବାଇଟ- ଦେବଦତ୍ତ ବିଶ୍ୱାଳ, ପିସିସିଏଫ ପଢନ୍ତୁ ଏହି ଖବର: Petrol Price Today: ଆସିଲା ପେଟ୍ରୋଲ ଓ ଡିଜେଲର ନୂଆ ଦର...ଜାଣନ୍ତୁ କେତେ ରହିଛି ମୂଲ୍ୟ ? Top Videos Published by: Sujit Swain FIRST PUBLISHED : December 06, 2023, 11:32 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Elephant , Elephant Attack , Elephants , Study , Study tips ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.