NEWS

ଫୁଲ ଚାଷ କରି ଭଲ ଆୟ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ସିକ୍ରେଟ୍ ଟିପ୍ସ

ନୂଆବର୍ଷରେ ନୂଆ ବସଷ୍ଟାଣ୍ଡ; ଡିସେମ୍ବର ୩୧ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡ Gold Rate: ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ; କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର.. କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କମିଲା ସୁନା! ଜଲଦି କିଣିନ୍ତୁ ମନ ପସନ୍ଦର ଅଳଙ୍କାର Health Tips : ନାଭିରେ ଲଗାନ୍ତୁ ଏହି ତେଲ, କାଚ ଭଳି ଦିଶିବ ଚେହେରା ! ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ଫୁଲ ଚାଷ କରି ଭଲ ଆୟ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ସିକ୍ରେଟ୍ ଟିପ୍ସ ଫୁଲ ଚାଷ କରି ଭଲ ଆୟ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ସିକ୍ରେଟ୍ ଟିପ୍ସ X ଫୁଲ ଚାଷ,ଜୈବିକ ସାର,ଛାତ ଉପରେ ଚାଷ, ଭୁବନେଶ୍ୱର ଫୁଲ ଚାଷ କରିବା ପାଇଁ ଚାହୁଁଛନ୍ତି କି ? ଜାଣି ରଖନ୍ତୁ କିଛି ସ୍ମାର୍ଟ ଟିପ୍ସ ଯାହା ମାଧ୍ୟମରେ ଆପଣ ନିଜ ବାଡି ବଗିଚାରୁ ଆରମ୍ଭ କରି ପାରିବେ ଫୁଲ ବ୍ୟବସାୟ ଆଉ କରିପାରିବ ପ୍ରଚୁର ଟଙ୍କା ଆୟ Odia Last Updated : December 06, 2023, 15:33 IST Bhubaneswar, India Share this: Odia ସମ୍ବନ୍ଧିତ ଖବର ନୂଆବର୍ଷରେ ନୂଆ ବସଷ୍ଟାଣ୍ଡ; ଡିସେମ୍ବର ୩୧ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡ Gold Rate: ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ; କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର.. କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କମିଲା ସୁନା! ଜଲଦି କିଣିନ୍ତୁ ମନ ପସନ୍ଦର ଅଳଙ୍କାର Local ଭୁବନେଶ୍ବର : ଘରେ ମିଳୁନି କି ଗାର୍ଡେନ ସ୍ପେସ ? ନିଜ ଛାତ ଉପରେ ଆରମ୍ଭ କରିବାକୁ ଚାହୁଁଛନ୍ତି କି ଫୁଲ ଚାଷ? ତେବେ ରାସାୟନିକ ସାର ର ବ୍ୟବହାର ନ କରି ଏବେ ଜୈବିକ ସାର ର ବ୍ୟବହାର ରେ ଫୁଟାଇ ପାରିବେ ଫୁଲ। ଫୁଲ ଚାଷ ଆଜିର ଏକ ଲାଭଦାୟକ ବ୍ୟବସାୟ। ତେବେ ବଡ଼ ବଡ଼ ସହରରେ ସ୍ଥାନର ଅଭାବ ହେତୁ ଘର ଭିତରେ ବଗିଚାଟିଏ ବନାଇବା ଏବେ ବହୁତ କଷ୍ଟ। ଏମିତିରେ ଯଦି ଘରେ ହିଁ ଫୁଲ ଚାଷ ଆରମ୍ଭ କରିବାକୁ ଚାହୁଁଥାନ୍ତି ତେବେ ଘର ଛାତକୁ ଏକ ଉପଯୁକ୍ତ ସ୍ଥାନ ଭାବେ ବିବେଚନା କରାଯାଇ ପାରେ। ଖାଲି ଫୁଲ ଚାଷ ନୁହଁ ଫଳ ଏବଂ ଔଷଧୀୟ ବୃକ୍ଷକୁ ମଧ୍ୟ ଛାତ ଉପରେ ଚାଷ କରିହେବ। Health Tips : ନାଭିରେ ଲଗାନ୍ତୁ ଏହି ତେଲ, କାଚ ଭଳି ଦିଶିବ ଚେହେରା ! ଛାତ ଉପରେ ଗେଣ୍ଡୁ, ସେବତୀ, ଜିନିଆ, ପିତୁନିଆ ଆଦି ଫୁଲ ଗଛ ଚାଷ କରି ହେବ। ଏତତ୍ ବ୍ୟତୀତ ଷ୍ଟିବିଆ, ଗୁଡମାରି, ଆଲୋବେରା,ବ୍ରହ୍ମଯ୍ୟଷ୍ଟି,ମାସିପୂର୍ଣ୍ଣି, ଅନନ୍ତମୁଳ ଆଦି ଔଷଧୀୟ ବୃକ୍ଷ ମଧ୍ୟ ଅତି ସହଜରେ ଚାଷ କରି ହେବ। ଘରେ ଫୁଲ ଚାଷ ପାଇଁ ରାସାୟନିକ ସାର ଠାରୁ ଜୈବିକ ସାରର ଗୁରୁତ୍ୱ ଅଧିକ ରହିଛି। ଏହା ଗଛକୁ ଅଧିକ ହୃଷ୍ଟପୃଷ୍ଟ କରିବା ସହ ମୃତ୍ତିକାକୁ ଉର୍ବର କରିଥାଏ। ଏହା ଦ୍ୱାରା ମୃତ୍ତିକା ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରେ। ଏବେ ଏହି ଜୈବିକ ସାରକୁ ଘରେ ମଧ୍ୟ ପ୍ରସ୍ତୁତ କରି ହେବ। ଘରେ ଜୈବିକ ସାର ବା କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଗଛ ପତ୍ର, ଗୋବର ଖତ ଏବଂ ଜିଆ ଖତକୁ ଏକାଠି ଜମା କରି କିଛି ଦିନ ଶୁଖେଇଵା ପରେ ଏହାକୁ ଗଛ ମୂଳରେ ଦେବା ଦ୍ୱାରା ଗଛଟିକୁ ସମ୍ପୂର୍ଣ୍ଣ ପୋଷଣ ମିଳି ପାରିଥାଏ। ଗଛ ଲଗେଇବା ପୂର୍ବରୁ ମାଟି ରେ ଗୋବର ଖତ ଏବଂ ଭର୍ମି କମ୍ପୋଷ୍ଟ ସାର କୁ ମିଶା ଯାଇଥାଏ।ଗଛ ଲଗାଇବା ପରେ ପ୍ରତି ଦଶ ଦିନ ବ୍ୟବଧାନରେ ଗୋଟିଏ ମାସ ଯାଏ ସୋରିଷ ପିଡିଆ ଏବଂ DAP ପ୍ରୟୋଗ କରାଯାଏ।ଏହା ଦ୍ୱାରା ଗଛ ସୁସ୍ଥ ଓ ନିରୋଗ ହୋଇ ସୁନ୍ଦର ଭାବେ ବୃଦ୍ଧି ପାଇଥାଏ। (ରିର୍ପୋଟ: ସୋମଦତ୍ତା ମିଶ୍ର) Top Videos Published by: Pragyan sahoo FIRST PUBLISHED : December 06, 2023, 15:33 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bhubaneswar , Flowers , Local18 ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.