NEWS

ବାହା ହୋଇ ପାରିବେନି ତିର୍ତ୍ତୋଲ ବିଧାୟକ, ଝଟ୍‌କା ଦେଲେ ପୂର୍ବତନ ବାନ୍ଧବୀ ସୋମାଲିକା

୨୪ ନିର୍ବାଚନରେ ତିନି ଦଳର ସେନାପତି ହେବେ କି ଏକ୍ସ ବ୍ୟୁରୋକ୍ରଟ ? Odisha ରାଜନୀତିରେ ହଇଚଇ ! ପାଣ୍ଡିଆନ କହିଲେ ପ୍ରଣବ .... ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ବବି ଦାସ କହିଲେ.... ଚାରିଆଡ଼େ ଚର୍ଚ୍ଚା ! ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ବାହା ହୋଇ ପାରିବେନି ତିର୍ତ୍ତୋଲ ବିଧାୟକ, ଝଟ୍‌କା ଦେଲେ ପୂର୍ବତନ ବାନ୍ଧବୀ ସୋମାଲିକା ବାହା ହୋଇ ପାରିବେନି ତିର୍ତ୍ତୋଲ ବିଧାୟକ, ଝଟ୍‌କା ଦେଲେ ପୂର୍ବତନ ବାନ୍ଧବୀ ସୋମାଲିକା Tirtol MLA: ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଭୁଲ ଦର୍ଶାଇ ଏହି ଆବେଦନକୁ ଖାରଜ କରିଛନ୍ତି ବିବାହ ପଞ୍ଜିକରଣ ଅଧିକାରୀ। Odia Last Updated : December 05, 2023, 19:54 IST Other, India Share this: Odia ସମ୍ବନ୍ଧିତ ଖବର ୨୪ ନିର୍ବାଚନରେ ତିନି ଦଳର ସେନାପତି ହେବେ କି ଏକ୍ସ ବ୍ୟୁରୋକ୍ରଟ ? Odisha ରାଜନୀତିରେ ହଇଚଇ ! ପାଣ୍ଡିଆନ କହିଲେ ପ୍ରଣବ .... ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ବବି ଦାସ କହିଲେ.... ଚାରିଆଡ଼େ ଚର୍ଚ୍ଚା ! Odia Digital Tirtol: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବାହା ହୋଇ ପାରିବେନି । ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବେଶ୍ କିଛି ଦିନ ହେଲା ବିବାଦ ଭିତରେ ରହିଆସିଛନ୍ତି । ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ଏବଂ ପରେ ଫଟୋ ଭାଇରାଲ ଘଟଣା ବିଜୟ ଶଙ୍କରଙ୍କ କଳା କାର୍‌ନାମାକୁ ପଦରେ ପକାଇଥିଲା । ଏବେ ତିର୍ତ୍ତୋଲ ବିଧାୟକଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ବାହା ହୋଇ ପାରିବେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କାରଣ ସେ କରିଥିବା ଆବେଦନ ଖାରଜ ହୋଇଯାଇଛି । ବିବାହ କରିବା ପାଇଁ ପୂର୍ବରୁ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ବିଜୟ । ଯାହାକି ଖାରଜ ହୋଇଯାଇଛି । କଟକ ବିବାହ ପଞ୍ଜିକରଣ ଅଧିକାରୀ ବିଜୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ସୋମାଲିକାଙ୍କ ସହ ସମ୍ପର୍କରେ ଥିବା ବିଜୟ ଶଙ୍କର ପରେ ତାଙ୍କୁ ପ୍ରତାରିତ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସେ । ଯାହାକୁ ନେଇ ରାଜ୍ୟବ୍ୟାପୀ ତମ୍ବିତୋଫାନ ହୋଇଥିଲା । ସୋମାଲିକାଙ୍କୁ ପ୍ରତାରଣା କରି ପ୍ରତ୍ୟୁଷା ନନ୍ଦ ନାମୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଥିଲେ । ପଢନ୍ତୁ: Virat Kohli: କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପଛରେ ଥିଲା ଗାଙ୍ଗୁଲିଙ୍କ ହାତ! ନିଜେ ଖୁଲାସା କଲେ ଦାଦା... ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଭୁଲ ଦର୍ଶାଇ ଏହି ଆବେଦନକୁ ଖାରଜ କରିଛନ୍ତି ବିବାହ ପଞ୍ଜିକରଣ ଅଧିକାରୀ। ତ୍ରୁଟି ସୁଧାରି ଆଉ ଥରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ। ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ବିଜୟ ଶଙ୍କର ଦାସ। ହେଲେ ବିଜୟ ଶଙ୍କର କରିଥିବା ଆବେଦନରେ ଉପରେ ଆପତ୍ତି ଉଠାଇ ଆପତ୍ତି ପିଟିସନ ଦାଖଲ କରିଥିଲେ ତାଙ୍କର ପୂର୍ବତନ ବାନ୍ଧବୀ ସୋମାଲିକା ଦାସ। ପ୍ରତ୍ୟୁଷା ବିବାହିତା ଥିବା ବେଳେ ସେ କିପରି ନିଜକୁ ଅବିବାହିତା ଦର୍ଶାଇ ଏହି ଆବେଦନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସୋମାଲିକା। ପଢନ୍ତୁ: Weird Tradition: ନିଜ ଝିଅକୁ ହିଁ ବିବାହ କରେ ବାପା! ତାଜୁବ କରିଦେବ ଅଜବ ପରମ୍ପରା Top Videos Published by: Deepak Prusty FIRST PUBLISHED : December 05, 2023, 19:54 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bijay Sankar Das , Somalika Dash , Tirtol , Tirtol MLA ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.