NEWS

Picnic Spot: ବୁଲିବା ପାଇଁ ପ୍ଲାନ କରୁଛନ୍ତି; ନିହାତି ବୁଲି ଯାଆନ୍ତୁ ବାଲେଶ୍ବରର ଏହି ସ୍ଥାନ

ସେବା ପାଇଁ ସମ୍ବର୍ଦ୍ଧିତ ହେଲେ ଆଶା କର୍ମୀ, ଏଡ୍‌ସ ପୀଡିତାଙ୍କୁ ବଞ୍ଚାଇଥିଲେ ଜୀବନ ଅକ୍ଷମ ହୋଇ ମଧ୍ୟ ସକ୍ଷମ ; ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରିବା ତାଙ୍କ ଗୁରୁମନ୍ତ୍ର ଘଣା ତେଲ ଫିଟାଇଛି ରୋଜଗାରର ବାଟ, କରୁଛନ୍ତି ଭଲ ରୋଜଗାର Winter Market : ଶସ୍ତାରେ ମିଳୁଛି ଶୀତବସ୍ତ୍ର, ମାତ୍ର ୧୦୦ଟଙ୍କାରେ Jacket ଆଉ କମ୍ବଳ ! ନିଆଁରେ ଜଳିଗଲା ସବୁ ସପନ ; ଆଖି ଆଗରେ ସୁନା ଗହଣା ପାଲଟି ଗଲା ପାଉଁଶ Test before Marriage : ବିବାହ ପୂର୍ବରୁ ନିହାତି କରନ୍ତୁ ଏହି ଟେଷ୍ଟ, ନହେଲେ ନଷ୍ଟ ହୋଇଯିବ ଜୀବନ ! ବାହାନଗା ଟ୍ରେନ୍ ଟ୍ରାଜେଡି; ଏବେ ବି ଚାଲିଛି ବଗି ସଫା ସେବା ପାଇଁ ସମ୍ବର୍ଦ୍ଧିତ ହେଲେ ଆଶା କର୍ମୀ, ଏଡ୍‌ସ ପୀଡିତାଙ୍କୁ ବଞ୍ଚାଇଥିଲେ ଜୀବନ Aloe Vera: ଆଲୋଭେରାର ଫାଇଦା, ଜାଣିଲେ ଆପଣ ବି ନିଶ୍ଚିତ ବ୍ୟବହାର କରିବେ ! ଘଣା ତେଲ ଫିଟାଇଛି ରୋଜଗାରର ବାଟ, କରୁଛନ୍ତି ଭଲ ରୋଜଗାର ଅକ୍ଷମ ହୋଇ ମଧ୍ୟ ସକ୍ଷମ ; ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରିବା ତାଙ୍କ ଗୁରୁମନ୍ତ୍ର ଦୁଇ ଭାଇଙ୍କ ବିବାଦ ଭିତରେ ପଡି ରହିଛି ମାଆର ଶବ, ହୋଇ ପାରୁନି ଶତ୍କାର ଚାନ୍ଦୁଆ ତିଆରି କରି ସ୍ବାବଲମ୍ବୀ ମହିଳା; ମାସକୁ କରୁଛନ୍ତି ଭଲ ଆୟ ଚିତ୍ର ଆଙ୍କି ପ୍ରଶଂସା ସାଉଁଟୁଛନ୍ତି ତୁଷାର, ରାଜ୍ୟପାଳଙ୍କ ଠାରୁ ପାଇଛନ୍ତି ପୁରସ୍କାର ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Picnic Spot: ବୁଲିବା ପାଇଁ ପ୍ଲାନ କରୁଛନ୍ତି; ନିହାତି ବୁଲି ଯାଆନ୍ତୁ ବାଲେଶ୍ବରର ଏହି ସ୍ଥାନ Picnic Spot: ବୁଲିବା ପାଇଁ ପ୍ଲାନ କରୁଛନ୍ତି; ନିହାତି ବୁଲି ଯାଆନ୍ତୁ ବାଲେଶ୍ବରର ଏହି ସ୍ଥାନ X ପର୍ଯ୍ୟଟକଙ୍କ ପାଇଁ ସଜେଇ ହେଉଛି ଷୋଳ ଭଉଣୀ ଡ୍ୟାମ। ପର୍ଯ୍ୟଟକଙ୍କ ପାଇଁ ସଜେଇ ହେଉଛି ଷୋଳ ଭଉଣୀ ଡ୍ୟାମ। ପର୍ଯ୍ୟଟନ ଋତୁ ଜମୁଛି ଭିଡ । ପାହାଡ଼ ସାଙ୍ଗଙ୍କୁ କ୍ଷୁଦ୍ର ଜଳ ଭଣ୍ଡାରରେ ବଣ ଭୋଜି କରିବା ସହ ବଣ ଭୋଜି ପାଇଁ ଏକଦମ୍ ବେଷ୍ଟ ପ୍ଲେସ । Odia Last Updated : December 06, 2023, 16:35 IST Baleshwar, India Share this: Odia ସମ୍ବନ୍ଧିତ ଖବର ସେବା ପାଇଁ ସମ୍ବର୍ଦ୍ଧିତ ହେଲେ ଆଶା କର୍ମୀ, ଏଡ୍‌ସ ପୀଡିତାଙ୍କୁ ବଞ୍ଚାଇଥିଲେ ଜୀବନ ଅକ୍ଷମ ହୋଇ ମଧ୍ୟ ସକ୍ଷମ ; ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରିବା ତାଙ୍କ ଗୁରୁମନ୍ତ୍ର ଘଣା ତେଲ ଫିଟାଇଛି ରୋଜଗାରର ବାଟ, କରୁଛନ୍ତି ଭଲ ରୋଜଗାର Local ବାଲେଶ୍ବର : ପର୍ଯ୍ୟଟକଙ୍କ ପାଇଁ ସଜେଇ ହେଉଛି ପାହାଡ଼ ପାଦ ଦେଶରେ ଥିବା ଷୋଳ ଭଉଣୀ ଡ୍ୟାମ। ପର୍ଯ୍ୟଟନ ଋତୁ ଆସିଲେ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ବଣଭୋଜି କରି ଏହାର ମଜା ନେଇଥାନ୍ତି। Winter Market : ଶସ୍ତାରେ ମିଳୁଛି ଶୀତବସ୍ତ୍ର, ମାତ୍ର ୧୦୦ଟଙ୍କାରେ Jacket ଆଉ କମ୍ବଳ ! ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ପାହାଡ଼ ପାଦଦେଶରେ ଅବସ୍ଥିତ ଷୋଳ ଭଉଣୀ ଡ୍ୟାମ। ପର୍ଯ୍ୟଟକ ମାନେ ଡିସେମ୍ବର ମାସରୁ ଫେବ୍ରୁଆରୀ ମାସ ଯାଏ ଏଠାକୁ ଆସି ପ୍ରାକୃତିକ ଦୃଶ୍ୟର ଭରପୁର ମଜା ନେଇଥାନ୍ତି। ପାହାଡ଼ ସାଙ୍ଗଙ୍କୁ କ୍ଷୁଦ୍ର ଜଳ ଭଣ୍ଡାର ଲୋକ ମାନଙ୍କୁ ବେଶ ଆକର୍ଷଣ କରିଥାଏ। ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ବଣ ଭୋଜି କରିବା ସହ ନାଚ ଗୀତ ସାଙ୍ଗକୁ କିଏ ସେଲ୍ଫି ନିଏ ତ ଆଉ କିଏ ରିଲସ କରେ। ଏଥି ସହିତ ଛାତ୍ରଛାତ୍ରୀ ମାନେ ମଧ୍ୟ ଆସି ବଣଭୋଜି କରିବା ସହ ପାହାଡ଼ ଏବଂ ଡ୍ୟାମ ଦେଖି ଖୁସି ମାନଇଥାନ୍ତି। ପ୍ରଶାସନ ପକ୍ଷରୁ ଏଠାକୁ ଆସୁଥିବା ଲୋକମାନଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା, ପାନୀୟ ଜଳ, କିଭଳି ପର୍ଯ୍ୟଟକଙ୍କୁ ସୁରକ୍ଷା ଦେଇ ପାରିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଥାଏ। ବର୍ତ୍ତମାନ ପର୍ଯ୍ୟଟନ ଋତୁ ପାଇଁ ଡ୍ୟାମ ପାଖରେ ଫୁଲ ଗଛ ଓ ଅନ୍ୟାନ୍ୟ ଗଛ ଲଗାଇ ଡ୍ୟାମକୁ ସରସ ସୁନ୍ଦର କରିବା ପ୍ରକ୍ରିୟା ଜାରି ରହିଛି। (ରିର୍ପୋଟ: ଉମାକାନ୍ତ ସେଠୀ) ବାଲେଶ୍ବର କଟକ କେନ୍ଦ୍ରାପଡ଼ା ଗଞ୍ଜାମ ପୁରୀ ଯାଜପୁର ନିଆଁରେ ଜଳିଗଲା ସବୁ ସପନ ; ଆଖି ଆଗରେ ସୁନା ଗହଣା ପାଲଟି ଗଲା ପାଉଁଶ Test before Marriage : ବିବାହ ପୂର୍ବରୁ ନିହାତି କରନ୍ତୁ ଏହି ଟେଷ୍ଟ, ନହେଲେ ନଷ୍ଟ ହୋଇଯିବ ଜୀବନ ! ବାହାନଗା ଟ୍ରେନ୍ ଟ୍ରାଜେଡି; ଏବେ ବି ଚାଲିଛି ବଗି ସଫା ସେବା ପାଇଁ ସମ୍ବର୍ଦ୍ଧିତ ହେଲେ ଆଶା କର୍ମୀ, ଏଡ୍‌ସ ପୀଡିତାଙ୍କୁ ବଞ୍ଚାଇଥିଲେ ଜୀବନ Aloe Vera: ଆଲୋଭେରାର ଫାଇଦା, ଜାଣିଲେ ଆପଣ ବି ନିଶ୍ଚିତ ବ୍ୟବହାର କରିବେ ! ଘଣା ତେଲ ଫିଟାଇଛି ରୋଜଗାରର ବାଟ, କରୁଛନ୍ତି ଭଲ ରୋଜଗାର ଅକ୍ଷମ ହୋଇ ମଧ୍ୟ ସକ୍ଷମ ; ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରିବା ତାଙ୍କ ଗୁରୁମନ୍ତ୍ର ଦୁଇ ଭାଇଙ୍କ ବିବାଦ ଭିତରେ ପଡି ରହିଛି ମାଆର ଶବ, ହୋଇ ପାରୁନି ଶତ୍କାର ଚାନ୍ଦୁଆ ତିଆରି କରି ସ୍ବାବଲମ୍ବୀ ମହିଳା; ମାସକୁ କରୁଛନ୍ତି ଭଲ ଆୟ ଚିତ୍ର ଆଙ୍କି ପ୍ରଶଂସା ସାଉଁଟୁଛନ୍ତି ତୁଷାର, ରାଜ୍ୟପାଳଙ୍କ ଠାରୁ ପାଇଛନ୍ତି ପୁରସ୍କାର ବାଲେଶ୍ବର କଟକ କେନ୍ଦ୍ରାପଡ଼ା ଗଞ୍ଜାମ ପୁରୀ ବାଲେଶ୍ବର ଯାଜପୁର Top Videos Published by: Pragyan sahoo FIRST PUBLISHED : December 06, 2023, 16:35 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Baleswar , Local18 , Picnic Spot ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.