ନୂଆବର୍ଷରେ ନୂଆ ବସଷ୍ଟାଣ୍ଡ; ଡିସେମ୍ବର ୩୧ ସୁଦ୍ଧା ବରମୁଣ୍ଡା ବସ୍ଷ୍ଟାଣ୍ଡ ଜାମ୍ମୁ-କାଶ୍ମୀରରେ ବସ ଦୁର୍ଘଟଣା; ୩୬ ମୃତ, ଆହୁର ବଢ଼ିପାରେ ମୃତ୍ୟୁ ସଂଖ୍ୟା ଭୁବନେଶ୍ବରରେ ହୁତୁହୁତୁ ହୋଇ ଜଳିଗଲା ୪ ବସ୍, କିଏ ଲଗାଇଲା ନିଆଁ? ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ଆରମ୍ଭ ହେଲା ‘ମୋ ବସ୍ ଏକ୍ସପ୍ରେସ’ ସେବା; ବିନା ଷ୍ଟପେଜ୍ର ଗଡ଼ିଲା ବସ୍ ଆରମ୍ଭ ହେଲା ‘ମୋ ବସ୍ ଏକ୍ସପ୍ରେସ’ ସେବା; ବିନା ଷ୍ଟପେଜ୍ର ଗଡ଼ିଲା ବସ୍ ଆରମ୍ଭ ହେଲା ମୋ ବସ୍ର ଏକ୍ସପ୍ରେସ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ଓ ପୁରୀକୁ ସିଧାସଳଖ ବିନା ଷ୍ଟପେଜ୍ର ଗଡ଼ିଲା ମୋ ବସ୍। କଟକକୁ ୧୦୦ ଟଙ୍କା ଓ ପୁରୀକୁ ୨୦୦ ଟଙ୍କା ଭଡ଼ା... Odia Last Updated : December 06, 2023, 13:41 IST Other, India Share this: Odia ସମ୍ବନ୍ଧିତ ଖବର ନୂଆବର୍ଷରେ ନୂଆ ବସଷ୍ଟାଣ୍ଡ; ଡିସେମ୍ବର ୩୧ ସୁଦ୍ଧା ବରମୁଣ୍ଡା ବସ୍ଷ୍ଟାଣ୍ଡ ଜାମ୍ମୁ-କାଶ୍ମୀରରେ ବସ ଦୁର୍ଘଟଣା; ୩୬ ମୃତ, ଆହୁର ବଢ଼ିପାରେ ମୃତ୍ୟୁ ସଂଖ୍ୟା ଭୁବନେଶ୍ବରରେ ହୁତୁହୁତୁ ହୋଇ ଜଳିଗଲା ୪ ବସ୍, କିଏ ଲଗାଇଲା ନିଆଁ? Odia Digital ଆରମ୍ଭ ହେଲା ମୋ ବସ୍ର ଏକ୍ସପ୍ରେସ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ଓ ପୁରୀକୁ ସିଧାସଳଖ ବିନା ଷ୍ଟପେଜ୍ର ଗଡ଼ିଲା ମୋ ବସ୍। ମୋ ବସ୍ ଏକ୍ସପ୍ରେସ୍ ସେବାରେ ଯାଉଥିବା ବସ୍ରେ ବାଟରେ କେଉଁଠି ଅଟକିବ ନାହିଁ ବସ୍। ଏ ନେଇ କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିଏନ୍ବିଟି) ଓ ପୁରୀ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନ ଯୋଗେ ଭୁବନେଶ୍ବର ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଓ ତ୍ବରିତ୍ ଯାତ୍ରା ସିବିଧା ଦେବା ପାଇଁ ଏହି ସେବା ଆରମ୍ଭ ହୋଇଛି । ଏଥିରେ ପୁରୀ ବସ୍ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଟିକେଟ୍ ମୂଲ୍ୟ ରହିଛି ୨୦୦ ଟଙ୍କା । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ରେ ମାତ୍ର ୧୦୦ ଟଙ୍କା ଟିକେଟ୍ ମୂଲ୍ୟ ରହିଛି। ପଢନ୍ତୁ ଏହି ଖବର: Health Tips: ଦୂର ହେବ କର୍କଟ; ଶୀତଦିନେ ଖାଆନ୍ତୁ ଏହି ପନିପରିବା; ଚମକିବ ତ୍ବଚା...ହ୍ରାସ ପାଇବ ଓଜନ ! ଏହି ଏକ୍ସପ୍ରେସ୍ ସେବା ପାଇଁ ବସ୍ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍ରେ ଉପଲବ୍ଧ ହେବ । ମୋ ବସ୍ ର ଏହି ସେବା ଦ୍ବାରା ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟ ସ୍ଥଳକୁ ଶୀଘ୍ର ଯାତ୍ରା କରିପାରିବେ।... Top Videos Published by: Sujit Swain FIRST PUBLISHED : December 06, 2023, 13:41 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Mo Bus , Mo Bus Service ଫଟୋ ଗ୍ୟାଲେରୀ ... ... ... None
Popular Tags:
Share This Post:
୨୪ ନୁହେଁ ଗୋଟିଏ ଦିନରେ ହେବ ୨୫ ଘଣ୍ଟା! କାହିଁକି ଘଟିବ? କେବେ ଦେଖାଯିବ ପରିବର୍ତ୍ତନ
- by Sarkai Info
- December 6, 2023
ଆସିଗଲା ସବୁଠୁ ଶସ୍ତା Smartphone: ଥରେ ଚାର୍ଜ କଲେ ଚାଲିବ ୭୫ ଦିନ, ଫୋପାଡିଲେ ବି ଭାଙ୍ଗିବନି!
December 6, 2023What’s New
Spotlight
Today’s Hot
ଫୁଲ ଚାଷ କରି ଭଲ ଆୟ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ସିକ୍ରେଟ୍ ଟିପ୍ସ
- By Sarkai Info
- December 6, 2023
ଆରମ୍ଭ ହେଲା ‘ମୋ ବସ୍ ଏକ୍ସପ୍ରେସ’ ସେବା; ବିନା ଷ୍ଟପେଜ୍ର ଗଡ଼ିଲା ବସ୍
- By Sarkai Info
- December 6, 2023
Featured News
Health Tips: ଭିଟାମିନ୍ କଣ? କେଉଁ ଭିଟାମିନ୍ର କାମ କଣ, ଜାଣନ୍ତୁ...
- By Sarkai Info
- December 6, 2023
Latest From This Week
Elephant: ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା; ଆରମ୍ଭ ହେଲା ପ୍ରସ୍ତୁତି !
NEWS
- by Sarkai Info
- December 6, 2023
PFBY: ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଯୋଜନା; ମିଳିବ ୫୦% ସବସିଡି; ଜାଣନ୍ତୁ କେମିତି ?
NEWS
- by Sarkai Info
- December 6, 2023
PM Kisan ଯୋଜନାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିବ...
NEWS
- by Sarkai Info
- December 5, 2023
Subscribe To Our Newsletter
No spam, notifications only about new products, updates.
Popular News
Top Picks
Politics: ରାଜନୀତିରେ ନୂଆ ଟ୍ରେଣ୍ଡ; ନୂଆ ମୁହଁକୁ ପସନ୍ଦ କରୁଛନ୍ତି ଭୋଟର
- December 5, 2023
Cyclone: ଦୁର୍ବଳ ହେଲା ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ୍; ଜଳାର୍ଣ୍ଣବ ରାସ୍ତାଘାଟ
- December 5, 2023