NEWS

ଆରମ୍ଭ ହେଲା ‘ମୋ ବସ୍‌ ଏକ୍ସପ୍ରେସ’ ସେବା; ବିନା ଷ୍ଟପେଜ୍‌ର ଗଡ଼ିଲା ବସ୍‌

ନୂଆବର୍ଷରେ ନୂଆ ବସଷ୍ଟାଣ୍ଡ; ଡିସେମ୍ବର ୩୧ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଜାମ୍ମୁ-କାଶ୍ମୀରରେ ବସ ଦୁର୍ଘଟଣା; ୩୬ ମୃତ, ଆହୁର ବଢ଼ିପାରେ ମୃତ୍ୟୁ ସଂଖ୍ୟା ଭୁବନେଶ୍ବରରେ ହୁତୁହୁତୁ ହୋଇ ଜଳିଗଲା ୪ ବସ୍‌, କିଏ ଲଗାଇଲା ନିଆଁ? ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ଆରମ୍ଭ ହେଲା ‘ମୋ ବସ୍‌ ଏକ୍ସପ୍ରେସ’ ସେବା; ବିନା ଷ୍ଟପେଜ୍‌ର ଗଡ଼ିଲା ବସ୍‌ ଆରମ୍ଭ ହେଲା ‘ମୋ ବସ୍‌ ଏକ୍ସପ୍ରେସ’ ସେବା; ବିନା ଷ୍ଟପେଜ୍‌ର ଗଡ଼ିଲା ବସ୍‌ ଆରମ୍ଭ ହେଲା ମୋ ବସ୍‌ର ଏକ୍ସପ୍ରେସ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ଓ ପୁରୀକୁ ସିଧାସଳଖ ବିନା ଷ୍ଟପେଜ୍‌ର ଗଡ଼ିଲା ମୋ ବସ୍‌। କଟକକୁ ୧୦୦ ଟଙ୍କା ଓ ପୁରୀକୁ ୨୦୦ ଟଙ୍କା ଭଡ଼ା... Odia Last Updated : December 06, 2023, 13:41 IST Other, India Share this: Odia ସମ୍ବନ୍ଧିତ ଖବର ନୂଆବର୍ଷରେ ନୂଆ ବସଷ୍ଟାଣ୍ଡ; ଡିସେମ୍ବର ୩୧ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଜାମ୍ମୁ-କାଶ୍ମୀରରେ ବସ ଦୁର୍ଘଟଣା; ୩୬ ମୃତ, ଆହୁର ବଢ଼ିପାରେ ମୃତ୍ୟୁ ସଂଖ୍ୟା ଭୁବନେଶ୍ବରରେ ହୁତୁହୁତୁ ହୋଇ ଜଳିଗଲା ୪ ବସ୍‌, କିଏ ଲଗାଇଲା ନିଆଁ? Odia Digital ଆରମ୍ଭ ହେଲା ମୋ ବସ୍‌ର ଏକ୍ସପ୍ରେସ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ଓ ପୁରୀକୁ ସିଧାସଳଖ ବିନା ଷ୍ଟପେଜ୍‌ର ଗଡ଼ିଲା ମୋ ବସ୍‌। ମୋ ବସ୍ ଏକ୍ସପ୍ରେସ୍ ସେବାରେ ଯାଉଥିବା ବସ୍‌ରେ ବାଟରେ କେଉଁଠି ଅଟକିବ ନାହିଁ ବସ୍‌। ଏ ନେଇ କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିଏନ୍‌ବିଟି) ଓ ପୁରୀ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନ ଯୋଗେ ଭୁବନେଶ୍ବର ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଓ ତ୍ବରିତ୍‌ ଯାତ୍ରା ସିବିଧା ଦେବା ପାଇଁ ଏହି ସେବା ଆରମ୍ଭ ହୋଇଛି । ଏଥିରେ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଟିକେଟ୍ ମୂଲ୍ୟ ରହିଛି ୨୦୦ ଟଙ୍କା । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ରେ ମାତ୍ର ୧୦୦ ଟଙ୍କା ଟିକେଟ୍ ମୂଲ୍ୟ ରହିଛି। ପଢନ୍ତୁ ଏହି ଖବର: Health Tips: ଦୂର ହେବ କର୍କଟ; ଶୀତଦିନେ ଖାଆନ୍ତୁ ଏହି ପନିପରିବା; ଚମକିବ ତ୍ବଚା...ହ୍ରାସ ପାଇବ ଓଜନ ! ଏହି ଏକ୍ସପ୍ରେସ୍ ସେବା ପାଇଁ ବସ୍‌ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ହେବ । ମୋ ବସ୍ ର ଏହି ସେବା ଦ୍ବାରା ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟ ସ୍ଥଳକୁ ଶୀଘ୍ର ଯାତ୍ରା କରିପାରିବେ।... Top Videos Published by: Sujit Swain FIRST PUBLISHED : December 06, 2023, 13:41 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Mo Bus , Mo Bus Service ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.