NEWS

Winter Market : ଶସ୍ତାରେ ମିଳୁଛି ଶୀତବସ୍ତ୍ର, ମାତ୍ର ୧୦୦ଟଙ୍କାରେ Jacket ଆଉ କମ୍ବଳ !

ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀର ଆପାର୍ଟମେଣ୍ଟ Diwali Delight: ସ୍ବଚ୍ଛତାର ଶୀର୍ଷରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର Trending Haircut: କେଉଁ ହେୟାର କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି , ଜାଣନ୍ତୁ Health Tips : ନାଭିରେ ଲଗାନ୍ତୁ ଏହି ତେଲ, କାଚ ଭଳି ଦିଶିବ ଚେହେରା ! ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Winter Market : ଶସ୍ତାରେ ମିଳୁଛି ଶୀତବସ୍ତ୍ର, ମାତ୍ର ୧୦୦ଟଙ୍କାରେ Jacket ଆଉ କମ୍ବଳ ! Winter Market : ଶସ୍ତାରେ ମିଳୁଛି ଶୀତବସ୍ତ୍ର, ମାତ୍ର ୧୦୦ଟଙ୍କାରେ Jacket ଆଉ କମ୍ବଳ ! X ଶୀତବସ୍ତ୍ର କିଣିବାକୁ ଭିଡ Winter market: ଶୀତବସ୍ତ୍ର ମାତ୍ର ୧୦୦ ଟଙ୍କାରେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ରାଜଧାନୀରେ ଏହି ସ୍ଥାନରେ ମିଳୁଛି ଶସ୍ତାରେ ଶୀତବସ୍ତ୍ର । Odia Last Updated : December 06, 2023, 16:17 IST Bhubaneswar, India Share this: Odia ସମ୍ବନ୍ଧିତ ଖବର ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀର ଆପାର୍ଟମେଣ୍ଟ Diwali Delight: ସ୍ବଚ୍ଛତାର ଶୀର୍ଷରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର Trending Haircut: କେଉଁ ହେୟାର କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି , ଜାଣନ୍ତୁ Local ଭୁବନେଶ୍ବର: ମାତ୍ର ୧୦୦ଟଙ୍କା ରେ ମିଳୁଛି ଶୀତବସ୍ତ୍ର। କ୍ୱାଲିଟି ଓ ଡ଼ିଜାଇନ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସିଛି ଶୀତଋତୁ। ଡିସେମ୍ବର ମାସରେ ଥଣ୍ଡାରେ ଥରୁଛି ଭୁବନେଶ୍ୱର ସହର। ସନ୍ଧ୍ୟା ହେଲେ କୋହଲା ପାଗକୁ ଥଣ୍ଡା ଥଣ୍ଡା ପବନରେ ଦେହ ଥଣ୍ଡା ପଡିଯାଉଛି। ସକାଳୁ ସକାଳୁ କୁହୁଡି ଆଉ କାକରର ଭୟ। ଏହି ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ବଜାରରେ ଶୀତବସ୍ତ୍ରର ଚାହିଦା ବେଶ ବଢ଼ି ଯାଇଛି। ଜମି ଗଲାଣି ଶୀତବସ୍ତ୍ରର ଆସର। କିନ୍ତୁ ଏହାର ବର୍ଦ୍ଧିତ ଦାମକୁ ନେଇ ଚିନ୍ତିତ ଗ୍ରାହକ। ତେବେ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ଭୁବନେଶ୍ୱର ରୁପାଲୀ ଛକରେ ଲାଗିଛି ଏକ ମାର୍କେଟ ଯେଉଁଠାରେ ଆପଣ ମାତ୍ର ୧୦୦ ଟଙ୍କାରେ ହିଁ ଶୀତବସ୍ତ୍ର ପାଇ ପାରିବେ। Health Tips : ନାଭିରେ ଲଗାନ୍ତୁ ଏହି ତେଲ, କାଚ ଭଳି ଦିଶିବ ଚେହେରା ! ମାର୍କେଟ ରେ କମ୍ବଳ,ସାଲ,ସ୍କାର୍ଫ ଠାରୁ ଆରମ୍ଭ କରି ସ୍ଵେଟର, ଜ୍ୟାକେଟ ଆଦି ଅତି ସୁଲଭ ଦର ରେ ଉପଲବ୍ଧ ହେଉଛି। ସିଂଗଲ ସାଇଜ କମ୍ବଳର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଡବଲ ସାଇଜ କମ୍ବଳର ସର୍ବନିମ୍ନ ମୂଲ୍ୟ ରହିଛି ମାତ୍ର ୫୦୦ ଟଙ୍କା। ମଶୁରୀ ଗୁଡିକର ପ୍ରାଇସ ରହିଛି ୧୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ।ସେଇଭଳି ଭାବେ ଜେଣ୍ଟସ ଜ୍ୟାକେଟର ଦର ୭ଶହ ରୁ ଆରମ୍ଭ ହୋଇ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଲେଡ଼ିଜ ଜ୍ୟାକେଟର ମୂଲ୍ୟ ରହିଛି ୫ଶହ ଟଙ୍କା ରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ। ପିଲାମାନଙ୍କ ସ୍ଵେଟର ମାତ୍ର ୨୫୦ ଟଙ୍କାରୁ ହିଁ ଆରମ୍ଭ ହୋଇଛି। ଏହି ମାର୍କେଟରେ ଆପଣ ସବୁ କ୍ୱାଲିଟିର ଶୀତ ବସ୍ତ୍ର ପାଇ ପାରିବେ। ତେଣୁ ଆପଣଙ୍କର ବଜେଟ ଯେତେ କମ ବା ଅଧିକ ଥିଲେ କୌଣସି ଚିନ୍ତା ନ କରି ଆପଣ ଏଠାକୁ ମାର୍କେଟିଙ୍ଗ ପାଇଁ ଆସି ପାରିବେ ଏବଂ ନିଜ ମନ ମୁତାବକ ଶୀତବସ୍ତ୍ର ବଜେଟ ଫ୍ରେଣ୍ଡଲି ଦରରେ କିଣି ପାରିବେ । (ରିର୍ପୋଟ: ସୋମଦତ୍ତା ମିଶ୍ର) Top Videos Published by: Pragyan sahoo FIRST PUBLISHED : December 06, 2023, 15:55 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bhubaneshwar , Local18 , Winter Dress ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.