NEWS

ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି?

Astrology Tips: ଡିସେମ୍ବରରେ ବିଗିଡି ପାରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ, ଆସି ପାରେ ବିପ Horoscope: ସ୍ବାମୀ-ସ୍ତ୍ରୀ ମଧ୍ୟରେ ହେବ ଝଗଡ଼ା; ଜାଣନ୍ତୁ ଆଜିର ରାଶିଫଳ Shani dev : ଜାଣନ୍ତୁ କେଉଁ ବାରରେ ଶନି ଦେବ କେଉଁଠି ଅବସ୍ଥାନ କରନ୍ତି ? IND vs SA: ସାଉଥ ଆଫ୍ରିକା ଗସ୍ତ ପାଇଁ ସ୍କ୍ୱାର୍ଡ ଘୋଷଣା, କିଏ ଇନ୍ କିଏ ଆଉଟ୍ ଜାଣନ୍ତୁ... ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି? ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି? X ଘରକୁ ଆସିବ ଅଚାନକ ଧନ Astrology: ବର୍ଷ ଶେଷରେ ଘରକୁ ଆସିବ ଅଚାନକ ଧନ । ମନ ପସନ୍ଦର ସାଥୀ ପାଇବେ...ଡିସେମ୍ବର ମାସ ଏମାନଙ୍କ ପାଇଁ ସାଜିବ ବରଦାନ । Local18 Last Updated : November 30, 2023, 22:52 IST Other, India Share this: Odia ସମ୍ବନ୍ଧିତ ଖବର Astrology Tips: ଡିସେମ୍ବରରେ ବିଗିଡି ପାରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ, ଆସି ପାରେ ବିପ Horoscope: ସ୍ବାମୀ-ସ୍ତ୍ରୀ ମଧ୍ୟରେ ହେବ ଝଗଡ଼ା; ଜାଣନ୍ତୁ ଆଜିର ରାଶିଫଳ Shani dev : ଜାଣନ୍ତୁ କେଉଁ ବାରରେ ଶନି ଦେବ କେଉଁଠି ଅବସ୍ଥାନ କରନ୍ତି ? Odia Digital December Astrology: ରାତି ପାହିଲେ ଡିସେମ୍ବର ମାସ । କେମିତି ରହିବ ଆପଣଙ୍କ ଦିନ ? କିପରି ରହିବ ଆପଣଙ୍କ ଗ୍ରହର ସ୍ଥିତି ? ପାରିବାର, ବନ୍ଧୁ ବାନ୍ଧବ ଓ ଜୀବନସାଥୀଙ୍କ ସହ ଆଜି କିପରି ରହିବ ଆପଣଙ୍କ ସମ୍ପର୍କ ଜାଣିବାପାଇଁ ଆଗକୁ ପଢନ୍ତୁ । ଭାଗ୍ୟ ଆଉ ଭବିଷ୍ୟତ କାହାକୁ କେତେବେଳେ କେଉଁଠି ପଂହଁଚାଇ ଦେବ ସେକଥା କେହି ଜାଣନ୍ତିନି | ଆଜ୍ଞା ହଁ ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଏମିତି କିଛି କହିବୁ ଯାହା ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇ ଦେବ । ତେବେ ଚାଲନ୍ତୁ ଜାଣିବା ଡିସେମ୍ବର ମାସଟି ଆପଣଙ୍କର କେମିତି କଟିବ... ମେଷ - ଆଜି ଆପଣ ଅନେକ ସ୍ଥାନକୁ ଯାତ୍ରା କରିବେ ଆଜିର ଦିନଟିରେ ଆପଣ ବେଶ ଖୁସି ଅନୁଭବ କରିବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ବ୍ୟବସାୟୀ ମାନଙ୍କର ଆର୍ଥିକ ବୃଦ୍ଧି ଘଟିବ । ରାଜନୀତି କ୍ଷେତ୍ରରେ ଉନ୍ନତି ହେବ । ଆଜି ଆପଣ ସମସ୍ତଙ୍କର ପ୍ରିୟର ପାତ୍ର ହେବେ । ଆପଣଙ୍କ ଟଙ୍କାର ସମସ୍ୟା ଦୂର ହେବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ । ବୃଷ - ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆପଣଙ୍କୁ ଅନେକ ଲାଭ ମିଳିବ | କିଛି ନୂତନ କାର୍ଯ୍ୟ ଆଜି ଆପଣ ଆରମ୍ଭ କରିବେ | ସମ୍ପର୍କୀୟଙ୍କର ଭଲପାଇବା ମିଳିବ | ପ୍ରେମରେ ସଫଳତା ମିଳିବ | ବହୁ ଦିନର ସମସ୍ୟା ଗୁଡିକ ଦୂର ହେବ | ମିଥୁନ- ଆପଣ ଆଜି ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ | ପାରିବାରିକ ସୁଖ ପାଇବେ | ଧର୍ମୀୟ ଭାବନାରେ ଆଜି ଆପଣଙ୍କର ଦିନଟି କଟିବ | ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅନେକ ଉନ୍ନତି କରିବେ | ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ | କର୍କଟ - ରାଜନୀତି କ୍ଷେତ୍ରରେ ଅନେକ ସଫଳତା ପାଇବେ | ପରିବାରରେ ସୁଖ ପ୍ରାପ୍ତି | ଅଧୁରା କାମ ପୂରଣ ହେବ | ବନ୍ଧୁଙ୍କ ସାହାଯ୍ୟ ପାଇବେ | IND vs SA: ସାଉଥ ଆଫ୍ରିକା ଗସ୍ତ ପାଇଁ ସ୍କ୍ୱାର୍ଡ ଘୋଷଣା, କିଏ ଇନ୍ କିଏ ଆଉଟ୍ ଜାଣନ୍ତୁ... ସିଂହ - ସନ୍ତାନଙ୍କ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚିବେ | ଦାମ୍ପତ୍ୟ ଜୀବନରେ ଅନେକ ଖୁସି ମିଳିବ | କନ୍ୟା -ବହୁ ଦିନର ଅଧୁରା କାମ ପୂରଣ ହେବ | ଖୁସି ଖବର ମିଳିବ | ଶରୀର ସୁସ୍ଥ ରହିବ | ତୁଳା- ଶତ୍ରୁ ମାନେ ଦୂରେଇ ରହିବେ | ଘରୋଇ ସଂସ୍ଥାରେ ପରିଶ୍ରମ ପାଇଁ ପ୍ରଶଂସା ମିଳିବ | ନୂଆ ଯାନବାହାନ କିଣିବାର ସମ୍ଭାବନା | ବିଛା- ସାମାଜିକ କାର୍ଯ୍ୟରେ ମନ ବଳାଇବେ | ସରକାରୀ କର୍ମଚାରୀ ମାନେ ପ୍ରଶଂସା ପାଇବେ | ସନ୍ତାନ ମାନଙ୍କ ପାଇଁ ଗର୍ବ ଅନୁଭବ କରିବେ | ଅଧୁରା କାର୍ଯ୍ୟ ପୂରଣ ହେବ | ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ | ଧନୁ - ପରିବାରରେ ଯୋଜନା ମୁତାବକ କାମ କରନ୍ତୁ କୌଣସି ପ୍ରକାର ଅସୁବିଧା ହେବନାହିଁ | ପ୍ରେମରେ ସଫଳତା ମିଳିବ | କର୍ମକ୍ଷେତ୍ରରେ ସଫଳତା ମିଳିବ | ଆର୍ଥିକ ସମସ୍ୟା ଦୂର ହେବ | ମକର - ଶୁଭ ଖବର ପାଇବେ | ବନ୍ଧୁ ବାନ୍ଧବଙ୍କ ସହଯୋଗ ମିଳିବ | ଶିକ୍ଷାକ୍ଷେତ୍ରରେ ଶିକ୍ଷାର୍ଥୀ ପାଠ ପଢ଼ାରେ ମନ ବଳାଇବେ | କୁମ୍ଭ - ଶୁଭ ଖବର ମିଳିବ | ସାମାଜିକ ପ୍ରତିଷ୍ଠା ମାନସମ୍ମାନ ମିଳିବ | ସନ୍ତାନଙ୍କ ସହଯୋଗ ପାଇବେ | ଅଧା ଅଧୁରା କାର୍ଯ୍ୟ ପୂରଣ ହେବ | ମୀନ - ସାମ୍ବାଦିକ ମାନେ ଆଜି ବେଶ ପଦମର୍ଯ୍ୟାଦା ପାଇବେ | ବ୍ୟବସାୟୀ ମାନେ ଲାଭବାନ ହେବେ | ଛାତ୍ରଛାତ୍ରୀ ମାନେ ମିତ୍ରଙ୍କ ସହଯୋଗ ପାଇବେ | Top Videos Published by: Soumya Das FIRST PUBLISHED : November 30, 2023, 22:52 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Astrology , December , Horoscope ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.