NEWS

ଚାଲିଥିଲା ସଲମାନ୍‌ ଖାନଙ୍କ ଫିଲ୍ମ...ହଲ୍‌ ଭିତରେ ଢୋ ଢା ଫୁଟିଲା ବାଣ

ଘରେ ସମସ୍ତେ ଥିଲେ, ହଠାତ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ, ଆଉ ତା'ପରେ... କେନ୍ଦ୍ରାପଡ଼ାରେ ଭୟଙ୍କର ବାଣ ବିସ୍ଫୋରଣ; ୩୦ ଆହତ ଆଜି ଆଲୋକର ପର୍ବ ଦୀପାବଳି; ବାଣ ଫୁଟାଇବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ରାଜ୍ୟର ନିୟମ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ଚାଲିଥିଲା ସଲମାନ୍‌ ଖାନଙ୍କ ଫିଲ୍ମ...ହଲ୍‌ ଭିତରେ ଢୋ ଢା ଫୁଟିଲା ବାଣ ଚାଲିଥିଲା ସଲମାନ୍‌ ଖାନଙ୍କ ଫିଲ୍ମ...ହଲ୍‌ ଭିତରେ ଢୋ ଢା ଫୁଟିଲା ବାଣ ଲୋକଙ୍କ ଜୀବନ ସହ ଖେଳ । ହଲ୍‌ ଭିତରେ ଆତସବାଜି । ନିକଟରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ମୁଭି ‘ଟାଇଗର-ଥ୍ରୀ’ର ସ୍କ୍ରିନିଂ ବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି । Odia Last Updated : November 13, 2023, 14:25 IST Other, India Share this: Odia ସମ୍ବନ୍ଧିତ ଖବର ଘରେ ସମସ୍ତେ ଥିଲେ, ହଠାତ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ, ଆଉ ତା'ପରେ... କେନ୍ଦ୍ରାପଡ଼ାରେ ଭୟଙ୍କର ବାଣ ବିସ୍ଫୋରଣ; ୩୦ ଆହତ ଆଜି ଆଲୋକର ପର୍ବ ଦୀପାବଳି; ବାଣ ଫୁଟାଇବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ରାଜ୍ୟର ନିୟମ Odia Digital ଲୋକଙ୍କ ଜୀବନ ସହ ଖେଳ ସିନେମା ହଲ୍‌ ଭିତରେ ଆତସବାଜି ସଲମାନଙ୍କ ‘ଟାଇଗର-୩’ ସ୍କ୍ରିନିଂ ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ବିଭିନ୍ନ ମହଲରେ ଘଟଣାକୁ ନେଇ ଅସନ୍ତୋଷ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ମୋହନ ଥିଏଟର, ମାଲେଗାଁ , ମହାରାଷ୍ଟ୍ର ଲୋକଙ୍କ ଜୀବନ ସହ ଖେଳ । ହଲ୍‌ ଭିତରେ ଆତସବାଜି । ନିକଟରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ମୁଭି ‘ଟାଇଗର-ଥ୍ରୀ’ର ସ୍କ୍ରିନିଂ ବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଉଛି । ଅନେକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତ । ଏହା ମହାରାଷ୍ଟ୍ର ନାସିକ ମାଲେଗାଓଁ ସିନେମା ହଲ୍‌ର ଦୃଶ୍ୟ । ତେବେ ଭିଡିଓରେ ଯାହା ଜଣାପଡ଼ୁଛି, ସିନେମା ହଲ୍‌ରେ ଫିଲ୍ମ ଚାଲୁଥିବାବେଳେ ରକେଟ ସହ ଅନ୍ୟ ବୋମା ଫୁଟାଯାଉଛି । ଏପରିକି କିଛି ସମୟ ପାଇଁ ସିନେମା ହଲ୍‌ ଭିତରେ ନିଆଁ ଲାଗିବାର ଭ୍ରମ ସୃଷ୍ଟି ହେବା ସହ ଆତଙ୍କର ପରିବେଶ ଖେଳିଯାଇଥିଲା । ଲୋକେ ଭୟରେ ପ୍ରସ୍ଥାନ ଦ୍ବାର ପାଖକୁ ଧାଇଁବାର ନଜର ଆସୁଛି । ଘଟଣାରେ ୨ ଜଣଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛ । ସଲମାନ ଫ୍ୟାନ କ୍ଲବ ଏହା ପଛରେ ଥିବା ଆଶଙ୍କା କରାଯାଉଛି । ପୂର୍ବରୁ ମଧ୍ୟ ସଲମାନଙ୍କ ମୁଭି ‘ଅନ୍ତିମ’ ସ୍କ୍ରିନିଂ ସମୟରେ ସିନେମା ହଲ୍‌ରୁ ଏମିତି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଖୋଦ ସଲମାନ ଖାନ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ନ କରିବାକୁ ଫ୍ୟାନମାନଙ୍କୁ ଅନୁରୋଧ କରିଥିଲେ । ତେବେ ପୁଣି ଥରେ ‘ଟାଇଗର-ଥ୍ରୀ’ ସିନେମା ହଲ୍‌ ଭିତରେ ଚାଲୁଥିବା ସମୟରେ ସେହି ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ଶହ ଶହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ପଢନ୍ତୁ ଏହି ଖବର: Health Tips: ପ୍ରତିଦିନ ଦିନରେ ଖାଆନ୍ତୁ ଏହି ଖାଦ୍ୟ...ବୃଦ୍ଧି ପାଇବ ସ୍ମୃତି ଶକ୍ତି...ତୀକ୍ଷ୍ଣ କାମ କରିବ ମସ୍ତିଷ୍କ ! ପଢନ୍ତୁ ଏହୖି ଖବର: World Cup 2023: ଯଦି ଏହି ଦଳ ଫାଇନାଲ୍‌ରେ ପ୍ରବେଶ କରେ; ବିଶ୍ବକପ୍‌ ଜିତିବା ଇଣ୍ତିଆ ପାଇଁ କଷ୍ଟକର ! Top Videos Published by: Sujit Swain FIRST PUBLISHED : November 13, 2023, 14:11 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bursting firecrackers , Film , Films , Firecracker , Salman Khan ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.