NEWS

Horoscope: ଅଯଥା ଟଙ୍କା ଖର୍ଚ୍ଚ ହେବ, ପରିବାରରେ ଅଶାନ୍ତି ଦେଖାଦେବ

ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି? ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ହେବ ଆକସ୍ମିକ ଧନ ଲାଭ Horoscope: ସ୍ବାମୀ-ସ୍ତ୍ରୀ ମଧ୍ୟରେ ହେବ ଝଗଡ଼ା; ଜାଣନ୍ତୁ ଆଜିର ରାଶିଫଳ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Horoscope: ଅଯଥା ଟଙ୍କା ଖର୍ଚ୍ଚ ହେବ, ପରିବାରରେ ଅଶାନ୍ତି ଦେଖାଦେବ Horoscope: ଅଯଥା ଟଙ୍କା ଖର୍ଚ୍ଚ ହେବ, ପରିବାରରେ ଅଶାନ୍ତି ଦେଖାଦେବ Horoscope: କର୍ମକ୍ଷେତ୍ରରେ ତଥା ବ୍ୟବସାୟରେର ସତର୍କ ରୁହନ୍ତୁ । ଅସୁବିଧାରେ ପଡ଼ିପାରନ୍ତି । Odia Last Updated : December 02, 2023, 07:37 IST Other, India Share this: Odia ସମ୍ବନ୍ଧିତ ଖବର ଡିସେମ୍ବରରେ କେମିତି ରହିବ ଆପଣଙ୍କ ଦିନ? କଣ କହୁଛି ଆପଣଙ୍କ ଗ୍ରହର ସ୍ଥିତି? ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ହେବ ଆକସ୍ମିକ ଧନ ଲାଭ Horoscope: ସ୍ବାମୀ-ସ୍ତ୍ରୀ ମଧ୍ୟରେ ହେବ ଝଗଡ଼ା; ଜାଣନ୍ତୁ ଆଜିର ରାଶିଫଳ ମେଷ: କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳ ହେବେ । ବ୍ୟବସାୟରେ ସତର୍କ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ଅନୁଭବ କରିବେ । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଚିନ୍ତିତ ରହିପାରନ୍ତି । ବୃଷ: ଦାମ୍ପତ୍ୟ ସୁଖ ମିଳିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ସାମନ୍ୟ ଲାଭ । ଶରୀର ସୁସ୍ଥ ରହିବ । ମହିଳାମାନେ ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇ ଉପକୃତ ହେବେ । ମିଥୁନ: ଆର୍ଥିକ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଉନ୍ନତି ଘଟିବାର ଆଶା କମ୍ । ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ମହିଳାମାନେ କର୍ମଜୀବୀ ହୋଇପାରନ୍ତି । କର୍କଟ : ଶାରୀରିକ ସୁସ୍ଥ ରହିବେ । କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ ।ବ୍ୟବସାୟରେ ଲାଭର ଆଶା ରହିଛି ।ପାରିବାରିକ ଶାନ୍ତି ମିଳିବ ।ମହିଳାମାନେ ଦୁଃଖ ଭୋଗିପାରନ୍ତି । ଛାତ୍ରଛାତ୍ରୀମାନେ ଦିଗଭ୍ରଷ୍ଟ ହୋଇ ଉପଯୁକ୍ତ ଶିକ୍ଷା ପାଇବେ । ସିଂହ : ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଦେଖାଦେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପିଲାମାନଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ଲାଭର ଆଶା କମ୍ । ମହିଳା ଓ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସମ୍ମାନିତ ହେବେ । ପଢନ୍ତୁ: Health Tips: ନଂପୁସକତା ଦୂରକରେ ଓ ଯୌନ ଶକ୍ତି ବଢାଏ ଏହି ଗଛ! ଅନେକ ରୋଗର ରାମବାଣ କନ୍ୟା : କର୍ମକ୍ଷେତ୍ରରେ ସମସ୍ତଙ୍କ ସାହାଯ୍ୟ ପାଇ ଖୁସି ହେବେ । ଗୃହରେ ଶାନ୍ତି ମିଳିବ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଶରୀର ସୁସ୍ଥ ରହିବ । ଋଣ ମୁକ୍ତ ହୋଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ । ତୁଳା : ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେର ସତର୍କ ରୁହନ୍ତୁ । ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ଅଶାନ୍ତି ଦେଖାଦେବ ।ମହିଳା ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ଭାଗ ନେଇ ସମ୍ମାନିତ ହେବେ । ବିଛା : କର୍ମକ୍ଷେତ୍ରରେ ସହକର୍ମୀମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭବାନ ହେବେ । ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି । ଧନୁ : ରାଜନୀତିରେ କେତେକ ଲୋକ ଆପଣଙ୍କର ବିରୋଧୀ ହେବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ।ବ୍ୟବସାୟରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସିତ ହେବେ । ମକର : ବହୁ ଦିନର ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଲାଭବାନ ହେବେ । ଚାକିରୀରେ ସାମାନ୍ୟ ଗଣ୍ଡଗୋଳ ଦେଖାଦେଇପାରେ ସ୍ଵାସ୍ଥ୍ୟର ଅବନତି ଘଟିବ । ମହିଳା ଓ ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ । ପଢନ୍ତୁ: Virat Kohli: ODI ଓ T-20 ଖେଳିବାକୁ ମନାକରିଛନ୍ତି କୋହଲି; ତେନ୍ଦୁଲକର କହିଲେ, 'ମୁଁ ଖୁସି ଯେ ସେ ଏଭଳି....' କୁମ୍ଭ : ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ମନାନ୍ତର ଘଟିବ । କର୍ମକ୍ଷେତ୍ରରେ ସହକର୍ମୀମାନେ ବିରୁଦ୍ଧାଚରଣ କରିପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ।ଶରୀର ଅସୁସ୍ଥ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି । ମୀନ : ନିଜ କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ । ଆର୍ଥିକ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଅଶାନ୍ତି ଲାଗି ରହିବ । ବ୍ୟବସାୟରେ କ୍ଷତିର ସମ୍ଭାବନା ।ସ୍ଵାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସୁଫଳ ପାଇପାରନ୍ତି । Top Videos Published by: Deepak Prusty FIRST PUBLISHED : December 02, 2023, 07:37 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Daily horoscope , Horoscope , Horoscope news , Today Horoscope ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.