NEWS

ମନୋଜ ମିଶ୍ର ଏବେ ଏକ ଘରିକିଆ ! ବୈଠକକୁ ନଆସିବାରୁ ବିଗିଡିଲେ କୁନା, ଅରିନ୍ଦମ କହିଲେ..

ମନୋଜ ମିଶ୍ରଙ୍କୁ ନେଇ ଅରିନ୍ଦମଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟ, କହିଲେ.... ଚଳଚ୍ଚିତ ରିଲିଜକୁ ନେଇ ବିବାଦ; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ ଅନୁଭବଙ୍କ ହୃଦୟରେ ଅଛନ୍ତି ବର୍ଷା! ସୋସିଆଲ ମିଡ଼ିଆରେ ଲେଖିଲେ ମନର କଥା Guava Leaves: ପିଜୁଳି ପତ୍ରର ଭୟଙ୍କର ସ୍ୱାସ୍ଥ୍ୟ ଉପକାର...ଆପଣ ଜାଣିଛନ୍ତି କି ? Horoscope: ନଭେମ୍ବର ଏହି ରାଶିଙ୍କ ପାଇଁ ଆଣିଛି ଖୁସି; ଦୀପାବଳି ପୂର୍ବରୁ ବର୍ଷିବ ଟଙ୍କା... ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ମନୋଜ ମିଶ୍ର ଏବେ ଏକ ଘରିକିଆ ! ବୈଠକକୁ ନଆସିବାରୁ ବିଗିଡିଲେ କୁନା, ଅରିନ୍ଦମ କହିଲେ.. ମନୋଜ ମିଶ୍ର ଏବେ ଏକ ଘରିକିଆ ! ବୈଠକକୁ ନଆସିବାରୁ ବିଗିଡିଲେ କୁନା, ଅରିନ୍ଦମ କହିଲେ.. ମନୋଜଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ କୁନା ତ୍ରିପାଠୀ, ବ୍ୟାନ ହଟାଇବାକୁ ନୂଆ ସର୍ତ୍ତ ! ବିଗିଗଲେ ଅରିନ୍ଦମ, ଶ୍ରୀତମ ଆଶାବାଦୀ ! Odia Last Updated : November 02, 2023, 16:10 IST Cuttack, India Share this: Odia ସମ୍ବନ୍ଧିତ ଖବର ମନୋଜ ମିଶ୍ରଙ୍କୁ ନେଇ ଅରିନ୍ଦମଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟ, କହିଲେ.... ଚଳଚ୍ଚିତ ରିଲିଜକୁ ନେଇ ବିବାଦ; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ ଅନୁଭବଙ୍କ ହୃଦୟରେ ଅଛନ୍ତି ବର୍ଷା! ସୋସିଆଲ ମିଡ଼ିଆରେ ଲେଖିଲେ ମନର କଥା Odia Olywood ଷ୍ଟାର କଳି ଥମିବା ବଦଳରେ ବଢୁଛି । ଗତ କିଛି ଦିନ ହେଲା ବିଭିନ୍ନ ବ୍ୟକ୍ତି ଏଥି ପାଇଁ ଉଦ୍ୟମ କରୁଛନ୍ତି ହେଲେ ଫଳ ଶୂନ । ଆଜି ମଧ୍ୟ ଏଭଳି ଆଉ ଘଟଣା ନଜରକୁ ଆସିଛି । ଏବେ ମନୋଜ ମିଶ୍ରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ମନୋଜଙ୍କୁ ନେଇ କୁନା ତ୍ରିପାଠୀ ଖପ୍ପା ! ଆସିଲେନି ମନୋଜ ମିଶ୍ର, ବାହାରିଲାନି ସମାଧାନର ବାଟ । ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବସିଥିବା ବୈଠକରେ ହୋଇପାରଲାନି ଓଲିଉଡ ବିବାଦର ସମାଧାନ । ମନୋଜ ମିଶ୍ରଙ୍କୁ ବାରମ୍ବାର ଡାକିବା ସତ୍ତ୍ବେ ସେ ଆଜିର ବୈଠକରେ ଯୋଗଦେଲେ ନାହିଁ । ଏଭଳି ସ୍ଥିତିରେ ଆଉ ଟିକେ ବିଗିଡ଼ି ଯାଇଛନ୍ତି ଫିଲ୍ମ ପ୍ରଯୋଜକ ଓ OFDC ଅଧ୍ୟକ୍ଷ କୁନା ତ୍ରିପାଠୀ । ମନୋଜଙ୍କ ଉପରୁ ବ୍ୟାନ ହଟାଇବାକୁ ନୂଆ ସର୍ତ୍ତ ! Guava Leaves: ପିଜୁଳି ପତ୍ରର ଭୟଙ୍କର ସ୍ୱାସ୍ଥ୍ୟ ଉପକାର...ଆପଣ ଜାଣିଛନ୍ତି କି ? ମନୋଜଙ୍କୁ ଉପରୁ ବାସନ୍ଦାଦେଶ ପ୍ରତ୍ୟାହାର କରିବାକୁ ଅଲିଖିତ ଭାବେ ଏକ ସର୍ତ୍ତ ଘୋଷଣା ହୋଇଛି । ଆଜିର ବୈଠକରେ ମନୋଜ ସାମିଲ ନହେବାପରେ ସେ ଯେଉଁଦିନ ମନୋଜ ବୈଠକରେ ସାମିଲ ହେବେ, ସେହିଦନ ବିବାଦର ସମାଧାନ ହେବ ଓ ବ୍ୟାନ ହଟାଯିବ ବୋଲି କହିଛନ୍ତି OFDC ଅଧ୍ୟକ୍ଷ କୁନା ତ୍ରିପାଠୀ । ସେହିପରି ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, ବୋଧହୁଏ, ମନୋଜ ବିବାଦର ସମାଧାନ ଚାହୁଁନାହାନ୍ତି । ତାଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ତାଙ୍କୁ ବ୍ୟାନ କରାଯାଇଥିଲା । ହେଲେ ସେ ବିବାଦକୁ ବଢାଇବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଞ୍ଜୟ ନାୟକ । Horoscope: ନଭେମ୍ବର ଏହି ରାଶିଙ୍କ ପାଇଁ ଆଣିଛି ଖୁସି; ଦୀପାବଳି ପୂର୍ବରୁ ବର୍ଷିବ ଟଙ୍କା... ବିଗିଗଲେ ଅରିନ୍ଦମ, ଶ୍ରୀତମ ଆଶାବାଦୀ ! ଅନ୍ୟପଟେ ଅଭିନେତା ଅରିନ୍ଦମ ରୟ କହିଛନ୍ତି, ବୋଧହୁଏ ମନୋଜ ସମାଧାନ ଚାହୁଁନାହାନ୍ତି । ବାରମ୍ବାର ମତ ବଦଳାଉଛନ୍ତି ଓ ପ୍ରସଙ୍ଗ ବାହାରେ କଥା ହେଉଛନ୍ତି ବୋଲି କହିଛନ୍ତି ଅରିନ୍ଦମ । ହେଲେ ଆଜିର ବୈଠକ ସମାଧାନ ଆଡ଼କୁ ଆଉ ପାଦେ ଆଗେଇଛି ବୋଲି କହିଛନ୍ତି ସିନେ ଆଟିଷ୍ଟ ସଂଘର ସମ୍ପାଦକ ଶ୍ରୀତମ ଦାସ ।.... ମନୋଜଙ୍କ ଅନୁସାରେ ଏକ ଘରୋଇ ଟିଭି ଚାନେଲ ଇଣ୍ଟରଭ୍ୟୁରେ ଅନୁଭବ ମହାନ୍ତି, ଅରିନ୍ଦମ ଓ ବାବୁସାନଙ୍କୁ ନେଇ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ହେଲେ ବ୍ୟାନ୍‌ କରିଥିବା ପ୍ରଯୋଜକ ଗୋଷ୍ଠୀ ଓ ଆଉ କିଛି ଅଭିନେତା, ନିର୍ଦ୍ଦେଶକଙ୍କ ଅନୁସାରେ ରାମ୍‌ ଫିଲ୍ମକୁ ସମ୍ବଲପୁର ଥିଏଟର୍‌ରୁ ହଟାଯିବା ପଛରେ ତାଙ୍କର ଭୂମିକା ଯୋଗୁଁ ତାଙ୍କୁ ଦଣ୍ଡିତ କରାଯାଇଛି । ... Top Videos Published by: Nihar Kanta Panda FIRST PUBLISHED : November 02, 2023, 15:58 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Film , Manoj mishra , Odisha ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.