NEWS

ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ

ଥାନା ଭିତରେ ମହିଳା IICଙ୍କୁ ବ୍ଲେଡରେ ଆକ୍ରମଣ, ଚୋରିକରି ବନ୍ଧା ହୋଇଥିଲା ଅଭିଯୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ; ଦୁର୍ନୀତି ମାମଲାରେ ହେଲେ ଗିରଫ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ କରଞ୍ଜିଆ ତହସିଲଦାର ଗିରଫ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ Urfi Javed Arrested: ସାମ୍ନାକୁ ଆସିଲା ବଡ଼ ଖବର। ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ। Odia Last Updated : November 03, 2023, 12:42 IST New Delhi, India Share this: Odia ସମ୍ବନ୍ଧିତ ଖବର ଥାନା ଭିତରେ ମହିଳା IICଙ୍କୁ ବ୍ଲେଡରେ ଆକ୍ରମଣ, ଚୋରିକରି ବନ୍ଧା ହୋଇଥିଲା ଅଭିଯୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ; ଦୁର୍ନୀତି ମାମଲାରେ ହେଲେ ଗିରଫ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ କରଞ୍ଜିଆ ତହସିଲଦାର ଗିରଫ Odia Digital Urfi Javed Arrested: ସାମ୍ନାକୁ ଆସିଲା ବଡ଼ ଖବର। ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ। ନିଜର ଅସାଧାରଣ ଫ୍ୟାଶନ ସେନ୍ସ ପାଇଁ ହେଡଲାଇନରେ ରହୁଥିବା ଉର୍ଫି ଜାଭେଦ କ୍ରମାଗତ ଭାବରେ ବିବାଦରେ ରୁହନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ତାଙ୍କ ବୋଲ୍ଡ ଫ୍ୟାଶନ ସେନ୍ସ। ଦ୍ୱିତୀୟତଃ ତାଙ୍କର ସେକ୍ସି ଲାଇଫଷ୍ଟାଇଲ୍। ବର୍ତ୍ତମାନ ଉର୍ଫିର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଯେଉଁଥିରେ ଉର୍ଫିଙ୍କୁ ମୁମ୍ବାଇ ପୋଲିସ ଗିରଫ କରୁଥିବା ଦେଖିବାକୁ ମିଳୁଛି। ତେବେ କେଉଁ ଦୋଷ ପାଇଁ ତାଙ୍କୁ ଗିରଫ କରାଯାଇଛି ସେନେଇ ସୋସିଆଲ ମଡ଼ିଆରେ ପ୍ରଶ୍ନ ଉଠୁଛି। ଭିଡିଓରେ ଉର୍ଫି ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସୁଥିବାର ନଜର ଆସୁଛନ୍ତି। ଏହି ସମୟରେ ମୁମ୍ବାଇ ପୋଲିସର ଦୁଇଜଣ ମହିଳା ପୋଲିସ ଆସି ଉର୍ଫିଙ୍କୁ ସେମାନଙ୍କ ସହ ଆସିବାକୁ କହିଥିଲେ। ଏହାର କାରଣ ପଚାରି ଉର୍ଫି ମହିଳା ପୋଲିସ ସହିତ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ। ଉର୍ଫି ଜାଭେଦଙ୍କ ଏହି ଭିଡିଓକୁ ପାପାରାଜି ଭାଇରାଲ ଭାୟାନୀ ସେୟାର କରିଛନ୍ତି। ସେୟାର୍ ହୋଇଥିବା ଏକ ଭିଡିଓରେ, ଉର୍ଫି ସକାଳର କଫି ପିଇବାକୁ ଯାଇଥିବାର ଦେଖିବାକୁ ମିଳୁଛି। ଠିକ ସେହି ସମୟରେ ଜଣେ ପୋଲିସ୍ ଅଧିକାରୀ ସୋସିଆଲ୍ ତାଙ୍କୁ ଗିରଫ କରିବାକୁ ଦୁଇ ମହିଳା ପୋଲିସଙ୍କୁ ପଠାଉଥିବାର ନଜର ଆସୁଛନ୍ତି। ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀ ଉର୍ଫିଙ୍କୁ ତାଙ୍କୁ ପୋଲିସ ଷ୍ଟେସନକୁ ଯିବାକୁ କହୁଥିବା ଦେଖିବାକୁ ମିଳିଛି। ସେହିପରି ଭିଡିଓରେ ଉର୍ଫି ଜାଭେଦ୍ ଏକ ଲାଲ୍ ବ୍ୟାକଲେସ୍ ଟପ୍ ଏବଂ ଜିନ୍ସ ପିନ୍ଧିଥିବାର ନଜର ଆସୁଛନ୍ତି। ତେବେ ଅଭିନେତ୍ରୀଙ୍କ ଗିରଫ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୋସିଆଲ ମିଡ଼ିଆ ୟୁଜର୍ସ ଉର୍ଫିଙ୍କ ଭାଇରାଲ ଭିଡିଓ ଦେଖିବା ପରେ ଟିକେ ଦ୍ୱନ୍ଦ୍ୱ ଅନୁଭବ କରୁଛନ୍ତି। ଭିଡିଓ ଉପରେ ପ୍ରତିକ୍ରିୟା କରୁଥିବାବେଳେ ଜଣେ ଉପଭୋକ୍ତା ଲେଖିଛନ୍ତି - ‘‘ମୋତେ ଏହା ଏକ ମସ୍ତିଭରା ଭିଡିଓ ଲାଗୁଛି।’’ ପଢ଼ନ୍ତୁ ଏହି ଖବର: ଲଭ୍ ସେକ୍ସ ଧୋକା ମାମଲାରେ ଓଡ଼ିଆ ସିଙ୍ଗର ଦେବେଶ ପତି ଗିରଫ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘‘ଲାଗୁଛି ସେ ଥଟ୍ଟା ମଜାକ ଚାଲିଛି।' ପ୍ରକାଶ ଥାଉକି, ଅଭିନେତ୍ରୀ ତାଙ୍କ ଫ୍ୟାଶନ ସେନ୍ସ ଏବଂ ଅଜବ ଗଜବ ଡ୍ରେସ ଷ୍ଟାଇଲ୍ ପାଇଁ ନେଇ ଅନେକ ଥର ବିବାଦରେ ଛନ୍ଦି ହୋଇସାରିଛନ୍ତି। ଗତ ମାସରେ ଉର୍ଫିଙ୍କ ବିରୋଧରେ ଅଭିଯୋଗ ସାମ୍ନାକୁ ଆସିଥିଲା। Top Videos Published by: Lipina Das FIRST PUBLISHED : November 03, 2023, 11:52 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Arrested , Bollywood , Mumbai Police , Urfi Javed ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.